STORYMIRROR

Sunita Sahoo

Abstract

3  

Sunita Sahoo

Abstract

ମେହେନ୍ଦି ର ରଙ୍ଗ

ମେହେନ୍ଦି ର ରଙ୍ଗ

1 min
289


ଜୀବନ ର ରଙ୍ଗ ଏଠି 

କେବେ ଗାଢ ତ କେବେ ଫିକା,

ଯେମିତି ମେହେନ୍ଦି ର ରଙ୍ଗ,

ଗାଢ ହେବା ପୂର୍ବରୁ ଥାଏ ଟିକେ ହାଲକା,

ଧୀରେ ଧୀରେ ରଙ୍ଗ ଆସେ,

ପୁଣି ବୟସରେ ମିଶେ,

ସେ ରଙ୍ଗ କିଛି ଆଖିରେ ଦିଶେ,

କିଛି ହୃଦୟରେ ମିଶେ ।



Rate this content
Log in

Similar oriya poem from Abstract