Sunita Sahoo
Abstract
ଜୀବନ ର ରଙ୍ଗ ଏଠି
କେବେ ଗାଢ ତ କେବେ ଫିକା,
ଯେମିତି ମେହେନ୍ଦି ର ରଙ୍ଗ,
ଗାଢ ହେବା ପୂର୍ବରୁ ଥାଏ ଟିକେ ହାଲକା,
ଧୀରେ ଧୀରେ ରଙ୍ଗ ଆସେ,
ପୁଣି ବୟସରେ ମିଶେ,
ସେ ରଙ୍ଗ କିଛି ଆଖିରେ ଦିଶେ,
କିଛି ହୃଦୟରେ ମିଶେ ।
ହେ ଦେବୀ
ରାବଣପୋଡ଼ି
ନିଃସଙ୍ଗତା
ଭିଜାମାଟି
ନଈ
ବର୍ଷା ସହ କିଛି...
କାଶତଣ୍ଡି ଫୁଲ
କାଗଜ ଡଙ୍ଗା
ଅବ୍ୟକ୍ତ କୋହ
ଶ୍ୟାମ ହେ
ଗର୍ବର କଲ ଭାରତବର୍ଷକୁ ଗର୍ବର କଲ ଭାରତବର୍ଷକୁ
ବଂଧୁ ବଂଧୁ
ଆସିବ ଆସିବ ଜଗା ଆସିବ ଆସିବ ଜଗା
ହୁଏ ଗର୍ବ ଅନୁଭୂତି ହୁଏ ଗର୍ବ ଅନୁଭୂତି
ଦୁର୍ଜନ ସଙ୍ଗେ କଲେ ବାସ ଦୁର୍ଜନ ସଙ୍ଗେ କଲେ ବାସ
କାର୍ତ୍ତିକ ପ୍ରଥମ ସୋମବାର କାର୍ତ୍ତିକ ପ୍ରଥମ ସୋମବାର
ଆମେ ଆଉ ଚିତା କରିବାନି ଆମେ ଆଉ ଚିତା କରିବାନି
ଚୋରି ଚୋରି
ଅପେକ୍ଷାର ଉପେକ୍ଷାରେ, ନିଜକୁ ରୋକିବାକୁ ଚେଷ୍ଟାକରେ ହେଲେ ରୋକିପାରେନି ଅପେକ୍ଷାର ଉପେକ୍ଷାରେ, ନିଜକୁ ରୋକିବାକୁ ଚେଷ୍ଟାକରେ ହେଲେ ରୋକିପାରେନି
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
କିଏ ଜଣେ କହି ଦେଇଗଲା ତୁମେ ପରା ସବୁ ହୃଦୟରେ ମୁଁ ନିରେଖି ଦେଖିଲି ମୋ ମନ ଭିତରକୁ ବହୁ ବେଳ ଯାଏଁ ସେ କିଏ ଜଣେ କହି ଦେଇଗଲା ତୁମେ ପରା ସବୁ ହୃଦୟରେ ମୁଁ ନିରେଖି ଦେଖିଲି ମୋ ମନ ଭିତରକୁ ବହୁ ବେଳ...
ଅବିସ୍ମରଣୀୟ ' ମୋ ଗାଁ ' ଅବିସ୍ମରଣୀୟ ' ମୋ ଗାଁ '
କାତ୍ୟାୟନୀ କାତ୍ୟାୟନୀ
ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ତନୁ ମନ ସାଧକ ଭକତ ହେଲେ ଆନନ୍ଦିତ ଲଭି ତାଙ୍କ ଦରଶନ ଅତି ଯତନରେ ସେବାରେ ଲାଗିଲେ ପୁଲକିତ ...
ମା ଗୋ ମା ମା ଗୋ ମା
ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି। ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି।
ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ମୋକ୍ଷ ପ୍ରାପ ମାତୃକୃପା ବଳେ ଏ ଦୁଃଖ ସଂସାରେ ସାଧକ ନିର୍ଲିପ୍ତ ରହି ସକଳ ସୁଖକୁ ଭୋଗ କରି ସାରି ...
ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ ନାରୀ ଜପ ତପ ସାଧନାର ମାର୍ଗେ ପାଇଥାଏ ମହାଶକ୍ତି। ଧର୍ଯ୍ୟ ଶକ୍ତି ବଳ
ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ହୁଅନ୍ତୁ ଅନୁପ୍ରାଣିତ ... ତୁମ ଦର୍ଶନ ତୁମ ବିଚାର ସଭିଏଁ କରନ୍ତୁ ତା'ର ଆଦର ତୁମ ଆଦର୍ଶରେ ସଭିଏଁ ...
ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କୁହ ଯେ ଲଭିଛ ଜ୍ଞାନରେ ସ... ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କ...