STORYMIRROR

Sudhashree Bhattamisra

Inspirational

2  

Sudhashree Bhattamisra

Inspirational

ମେଘ

ମେଘ

1 min
79

ଶୁଷ୍କ ମରୁଭୂମି ତୁଲ୍ୟ ଜୀବନଟା

ଏବେ ମେଘର ଅପେକ୍ଷାରେ

ନା ମେଘ ଆସେ ନା ମୟୂରୀ ନାଚେ

ଚାତକ ପାଲଟି ଗଲିଣି

ଟୋପାଏ ମେଘର ଅପେକ୍ଷାରେ

କିନ୍ତୁ ମୋ ଜୀବନ ଆକାଶରେ

ତ ଦୁଃଖର ବାଦଲ ଘୋଟିଛି ନା

ସଞ୍ଜ ହେଲେ ସୂର୍ଯ୍ୟ ଡୁବି ଯାଏ

କାଲିର, ଅପେକ୍ଷାରେ

ପରମାୟୁ ସବୁ ଗତାୟୁ ହୁଏ

ଆବିଳ ମନର ଆବର୍ଜନାରେ

ଯଦି ନିଆଁ ଲାଗନ୍ତା

ପୃଥିବୀଟା କାହିଁକି

ସୁନ୍ଦର ନ ହୁଅନ୍ତା

ଅଧା ଗଢ଼ା ସ୍ୱର୍ଗ

କାହିଁକି ପୁରା ନହୁଅନ୍ତା 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଛଳନା

ଛଳନା

1 min ପଢ଼ନ୍ତୁ

ହୃଦୟ

ହୃଦୟ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ପଦ୍ମ

ପଦ୍ମ

1 min ପଢ଼ନ୍ତୁ

ମିଳନ

ମିଳନ

2 mins ପଢ଼ନ୍ତୁ

Similar oriya poem from Inspirational