STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମଧୁର ସମ୍ପର୍କ

ମଧୁର ସମ୍ପର୍କ

1 min
268


ମିଠା କଥା କହିଲେ ମଧୁର ସମ୍ପର୍କ ହେବ

ମଧୁର ସମ୍ପର୍କ ହେଲେ ଦୁଃଖ ସୁଖ ବାଣ୍ଟି ପାରିବ

ମଧୁର ସମ୍ପର୍କ ସବୁ ଦିନ ପାଇଁ ହୁଏ

ମଧୁର ସମ୍ପର୍କରେ ସୁଖ ଶାନ୍ତି ମିଳି ଯାଏ

ମଧୁର ସମ୍ପର୍କ ହେଲେ ପର ବି ଆପଣାର ହୋଇବ

ମଧୁର ସମ୍ପର୍କ ଥିଲେ ଶତ୍ରୁ ଭାବ ନ ଥିବ

ମଧୁର ସମ୍ପର୍କ ହୃଦୟ ସାଥେ ଯୋଡି ହୁଏ

ମଧୁର ସମ୍ପର୍କକୁ ଭୁଲି ପାରେନା କିଏ

ଦିଆ ନିଆ ଥିଲେ ମଧୁର ସମ୍ପର୍କ ହୁଏ ନାହିଁ

ମଧୁର ସମ୍ପର୍କ ହୋଇବ ସ୍ନେହ ପ୍ରେମକୁ ଦେଇ

ଯେତେ ଦୂରେ ଥିଲେ ବି ମଧୁର ସମ୍ପର୍କ ଝୁରୁ ଥିବ

ମଧୁର ସମ୍ପର୍କ ହେଲେ ଚିର ଦିନ ପାଇଁ ରହିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational