STORYMIRROR

Jagannath Das

Inspirational

3  

Jagannath Das

Inspirational

ଶ୍ରାବଣେ ବର୍ଷା ସମୟେ

ଶ୍ରାବଣେ ବର୍ଷା ସମୟେ

1 min
170


ଧାରା ଶିରାବଣ ନୟାନରୁ ଝରେ

କୋଟି ଲୁହ ର ଝରଣା


ସେ ଝରଣାଝୁରେନୀଳ ସାଗରକୁ

ମନ କିଏ ତ ବୁଝେନା ।


ନୀଳ ସାଗର ର ଉତ୍ତାଳ ତରଙ୍ଗ

ଯେବେ ଦେଖେ ଶିରାବଣ


ନିଜେ ସେହି ଖୋସେ ଗଭାରେ ତାହାର

ଜୁଇ ଜାଇ ମଲ୍ଲୀ ହେନା ।


ମନ ଉଲ୍ଲାସରେସମୀରଣସଂଗେ

ସ୍ୱପନେ ହୁଏ ମଗନ


ସାଗର ତ ହସେବହୁତ ଦୁର ରେ

ଝରଣା ମନ ବୁଝେନା


ବିରହ ଗୀତିକା କହୁଅଛି କାନେ

ଶୁଦ୍ଧ ସ୍ବର ର ଝଙ୍କାର ତୋଳି


କେତବେଳେ ସିଏରାଗଜର ଜର

ତାର ନୟନେ ବିଜୁଳି ଅନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational