Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

((ଦେଶାତ୍ମ ବୋଧକ ସଂଗୀତ ))

((ଦେଶାତ୍ମ ବୋଧକ ସଂଗୀତ ))

1 min
193



ମୋ ଗାଁ  ମୋ ଦେଶ

ସୁନାର ଭାରତ ବର୍ଷ


ଅମର କାହାଣୀ ଗାଉଛି ଯାହାର

ବିଶ୍ୱ ର ଇତିହାସ ।


ତୁଙ୍ଗ ହିମଗିରି ଜାତିର ଗର୍ବ

ତାଜ କୋଣାରକ କିର୍ତ୍ତୀ ଗୌରବ


ଗଙ୍ଗା ଗୋଦାବରୀ ସିନ୍ଧୁ କାବେରୀ

କଳ ନାଦେ ଗାଏ ଯଶ ।


ବୁଦ୍ଧ ଚୈତନ୍ୟ ଆଲୋକର ଶିଖା

ଅହିଂସା ମନ୍ତ୍ରେଦେଲେ ସେଦୀକ୍ଷା


ଜନମିଲେ ଦେଶେ ଗାନ୍ଧୀ ଗୋପବନ୍ଧୁ

ନେତାଜୀ ସୁଭାଷ ବୋଷ ।


ହିମାଳୟ ଯହିଁ ଆକାଶ ଛୁଏଁ

ଇତିହାସ ଗାଏ ଯାହାର ଯଶ


ଯେ ଦେଶେ ଗଙ୍ଗା ଯମୁନା ବହେ

ସେହି ମୋ ସୁନାର ଦେଶ ।



Rate this content
Log in

Similar oriya poem from Inspirational