Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ମାନ୍ୟ ତ୍ରିରଙ୍ଗା

ମାନ୍ୟ ତ୍ରିରଙ୍ଗା

1 min
169



      

ଏହି ମୋ ସୁନା ଗାଁଆ ରେ ଚାହାଁ

ଏହି ମୋ ସୁନାର ଦେଶ

ତ୍ରିରଙ୍ଗା ଆମକୁ କହୁଛି ସଦା

ସୁନାର ଭାରତ ବର୍ଷ ।

       

ଅମର କାହାଣୀ ଗାଉଛି ଯାହାର

ବିଶ୍ୱ ର ଇତିହାସ

ତ୍ରିରଙ୍ଗା କହୁଛି ଆମକୁରେ ଭାଇ

ଗାଅ ତାହାରି ଯଶ ।

    

କେତେ ନଦ ନଦୀ ଝରଣାବହୁଛି

ହିମାଳୟ ଛୁଏଁ ଆକାଶ ।


ଗଙ୍ଗା ଗୋଦାବରୀ

କୃଷ୍ଣା କାବେରୀ

ଦିଅନ୍ତି ଆମକୁ ସାହସ ।

      

ଅନୁକୂଳ ଚନ୍ଦ୍ର ପୁରୁଷୋତ୍ତମ

ଜନମିଲେ ସତ୍ୟ

ସାଇ ଭଗବାନ


ଗାନ୍ଧୀ ଗୋପବନ୍ଧୁ ରାମାନନ୍ଦ ଆଦିକରିଛନ୍ତି କେତେକେତେଯଶ ।

    

ତ୍ରିରଙ୍ଗା ଆମର

ଜାଣିଅଛିସବୁ

କରି ହବନି ତାର ଶେଷ ।


ସୁନାର ଭାରତ

ହୋଇଯିବ ସୁଖେ

କରିଲେ ହିଂସା କୁନାଶ ।

    

ବିଜୟ ତ୍ରିରଙ୍ଗା

ଜୟହେ ଓଡିଶା 

ଜୟ ଜୟ ଭାରତ ଦେଶ ।


ଜୟ ହେ ସହିଦ

ଜୟ ସ୍ୱାଧୀନତା

ସୁନାର ଏ ଭାରତ ବର୍ଷ ।


Rate this content
Log in

Similar oriya poem from Inspirational