Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଖୁସି ଆସିବ କାହୁଁ

ଖୁସି ଆସିବ କାହୁଁ

1 min
182



ଆଜିଦୁନିଆରେ

ଆଭାବି , ଚଳଣୀରେ

ସଂସକୃତ ତା ନଥିଲେ

ଖୁସି ଆସିବ କାହୁଁ ।


ଅଭାବ ଟା 

ସିନା

ବଡ କଥା ନୁହଁ

ସ୍ବ ଭାବ ରେ ନାହିଁ

ଚମତ୍କାର ,

ଖୁସୀ ଆସିବ କାହୁଁ ।



ସମୟ ଟା କରିଦେଲା

ଏତେ ବ୍ୟସ୍ତ ବହୁଳ

ଆଜିର କଥା କିଛି

କ୍ଷଣକେ

ମନେ ରହୁନି,

ଖୁସି ଆସିବ କାହୁଁ ।


କାଲି ଟା କେହି ଦେଖିନି

 ତେବେ ଆଜି ଟା ତ

କାହିଁ ଲିଭୁନି


ଆଜିର ସଂସ୍କୃତିର , 

ସଂସ୍କାର ର କିଛି

ଦୃଶ୍ୟ ବି ନାହିଁ

କିଛି କହିବେ ଅଛି

ଯୁକ୍ତି ତର୍କରେ ମିଳେ

ନାହିଁ କିଛି

ଆନ ନ୍ଦ ରେ ପଡେ ଫାଶୀ

ଏଠି ନାହିତ ଖୁସୀ,

ଯେଣୁ ଖୁସୀ ଆସିବ କାହୁଁ ।




Rate this content
Log in

Similar oriya poem from Inspirational