Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଧନ୍ୟ ତ୍ରିରଙ୍ଗା

ଧନ୍ୟ ତ୍ରିରଙ୍ଗା

1 min
119


ତ୍ରିରଂଗା ଆମର ଧନ୍ୟ

ଆମ ପ୍ରାଣର ତୁହି ଜୀବନ

ବିଜୟ ପତକା ହୋଇ ଉଡୁଛୁ

ଆମେ କେଡେ ଭାଗ୍ୟବାନ*****୧


ମାଟି ମାଆ କୋଳେ ଲଭିଛୁଁ ଜନମ

ଶସ୍ୟ ଶ୍ୟାମଳା ଭାରତ ଆମ

ସବୁରି ପରାଣେ ହସ ଖେଳାଇବା

ରଖିବା ଦେଶ ଜାତିର ମାନ***୨


କିଏ କହେ ରାମ କିଏ କହେ କୃଷ୍ଣ

ଅନ୍ୟ ଜାତି ସବୁ କହନ୍ତି ବିଭିନ୍ନ

ଆମ ଦେବତା ସବୁ ସମାନ

ଆମେ ଏକ ମାଆର ସନ୍ତାନ****୩


ଗୀତା ଅଟଇ ପୃଥିବୀର ବଡ ଦର୍ଶନ

ବାଇବେଲ କୋରାନ ସବୁ ସମାନ

ହିନ୍ଦୁ ମୁସଲମାନ ଜୈନ ଖ୍ରୀଷ୍ଟିଆନ

ତ୍ରିରଂଗା କୁହଇ ନୁହେଁ ବିଭିନ୍ନ***୪



Rate this content
Log in

Similar oriya poem from Inspirational