STORYMIRROR

Sanjya Tripathy

Romance

3  

Sanjya Tripathy

Romance

ମୌସୁମୀ

ମୌସୁମୀ

1 min
184


ମୌସୁମୀ ଆସିଛି: ରଂଗର ଖେଳରେ -ରା କ୍ଷୀର

ବଂଧନରେ ବର୍ଷା ସିତା ଅନନ୍ୟାପ୍ରକୃତିର

ମାୟା ବଂଧନରେ ସମ୍ମିଳିତ ଦର୍ଶକଙ୍କ

ବିଜୟର ଐକ୍ୟୁତାନରେ।

ମୌସୁମୀ ଆସିଛି : ରାଜସ୍ବାଳା

ଧରଣୀର

ଅଂବେଦନାରେ ପାରଂପରିକ ଉତ୍ସାହ,

ଆନନ୍ଦ ଓ ଉଷତ୍ ଭାବରେ ହେଟାବାଘକ

ଗର୍ଜନରେ, ଆସାମୀର ଶେଷ ବୟାନରେ

ମୌସୁମୀ ଆସିଛି: ବୁଦ୍ଧିଜୀବୀଙ୍କ ‘ବର୍ଷା’ ଆସରରେ -

କବିତା ଚକ୍ରରେ ପ୍ରକୃତିରାଣୀର ଅନନ୍ୟ,

ଅପରୂପା ଶୋଭାବଦ୍ଧ ନରେ ଚର୍ବୁଦିଗ

ସବୁଜିମାରେ - ଏକ ଅକ୍ଷୟ ସଂପାନରେ

ମୌସୁମୀ ଆସିଛି: ବଳରାମ୍ୟକ ଜନମ ତିଥବରେ - ରାକ୍ଷୀ

ଉତ୍ସବରେ ଭାଇ ଭଉଣୀର ଅପତ୍ୟ ହର

ପରାକାଷ୍ଠାରେ ଏକ ସାଲିସ ବିହୀନ

ଜୀବନ ଯାପନରେ ବଜୁନିଘୋଷରେ

ମୌସୁମୀ ଆସିଛି: ଅଭି ଶପତ ଗ୍ୟଧର ଅଂତରଂଗ

ଅସହାୟତାରେ ଅଷ୍ଟମ ସୁ ର ର

ସଂଫୋନୀରେ- ପଂଚମ ଋତୁର

ଅନ୍ବେଷଣରେ

ସତରଂଗର ମିଶ୍ରଣରୁ ସୃଷ୍ଟ ନବୀନ ଆଲୋକିଆଭାରେ

ସର୍ବୋପରି: ବ୍ରତିକ୍ରମଭରା ଏକ ଶ୍ରାବଣୀ କବିତାରେ-

ସମାଜବ୍ୟବସ୍ଥାର ନୀଳୋତ୍ପଳ ଚୌହାଦୀରେ



Rate this content
Log in

Similar oriya poem from Romance