Subhalaxmi Nayak
Abstract
ନୀଳାଭ ଗଗନ ଅନ୍ଧକାରାଚ୍ଛନ୍ନ,
ରହି ରହି ଶୁଭେ କଳା ବଉଦ ଗର୍ଜ୍ଜନ
କଳାବାଦଲରେ ଚଞ୍ଚଳା ଚମକେ,
ବନସ୍ତେ ହରଷ ନୃତ୍ୟରତ ପିକର ମନ
ଅମ୍ବରେ ଘନ କଳାବାଦଲ ଦେଖିଣ,
ଚାଷୀଭାଇ କୁହେ....
ଏ ପରା ମୌସୁମୀର ପ୍ରାକ୍ ଆଗମନ
ପ୍ରେମର ଆଧାର
କେବେ ଯଦି
ପର ଆପଣା
ପ୍ରେମର ଇନ୍ଦ୍ର...
ବାପା
ସ୍ମୃତି ସନ୍ତକ
ଲେଖକ
ବଦନାମ କବି
ଲୁହର ସଂଜ୍ଞା
ରହସ୍ୟ
ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗରେ ଚନ୍ଦ୍ ଯେତେ ବିଲ ଥାଉ ଗୋହିରୀ ବିଲର ସମକ୍ଷକ କେହି ନାହିଁ ଲକ୍ଷେ ତାର ଥିଲେ ଆକାଶ ମାର୍ଗର...
ବରଷା ବଉଦ ସଜ ବରଷା ବଉଦ ସଜ
ମନ ଚେତନା ଓ ଶରୀର ପାଇଁକି ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା ଜୀବନର ଲକ୍ଷ୍ୟ ସାଧନ କ୍ଷେତ୍ରରେ ପଥ ପ୍ରଦର୍ଶନ... ମନ ଚେତନା ଓ ଶରୀର ପାଇଁକି ଉତ୍କୃଷ୍ଟ ଶିକ୍ଷାର ମନ୍ଦିର ଥିଲା ଜୀବନର ଲକ୍ଷ୍ୟ ସାଧନ କ୍ଷେ...
ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭| ତୁଟି ଯିବ ମୋହ କାୟା... ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭| ...
ଚାକିରୀ ଚାକିରୀ
ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ ଆସ ପ୍ରାଣ ମିତ, ତୁମ ପାଇଁ ଗୀତ ଲେଖିକି ଚାହିଁଛି ଅନାଇ
ଅଭାଗିନୀ ଅଭାଗିନୀ
କିତ୍ କିତ୍ କିତ୍ କିତ୍
ପାର୍ବଣ ଶେଷରେ ପାର୍ବଣ ଶେଷରେ
ବିଜୟା ଦଶମୀ ବିଜୟା ଦଶମୀ
ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ଆସିଛି ଶରଦ କ ସଙ୍କଟ ମୋଚନୀ ମହିଶା ମର୍ଦ୍ଧିନି ପାପ ସଂହ।ରିନୀ ତୁଲୋ ଅନିଷ୍ଟ ନଶିନି ଦୁଷ୍ଟ ବିନଶିନି ...
ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି। ପବିତ୍ର ଭାରତ କୃଷ୍ଣ ରାମ ଭୂମି ଅଟେ ପରା ଏହୁ ସର୍ବୋତ୍ତମ ଭୂମି।
ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ ଶିବଙ୍କ ବାରଣ ନମାନି ପିତାଙ୍କ ଯଜ୍ଞଶାଳାରେ ମିଳିଲେ ଅପମାନ ପାଇ ପିତାଙ୍କ ପାଖରୁ
ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କୁହ ଯେ ଲଭିଛ ଜ୍ଞାନରେ ସ... ଅଜ୍ଞାନ କାଳିମା ହୃଦୟର ସୀମା ଲଙ୍ଘି ବାହାରକୁ ଆସଇ ଯଦି ଜ୍ଞାନର ଆଲୋକ କିପରି ଜଳିବ କ...
ଈର୍ଷା ଈର୍ଷା
ଲୀଳାମୟ କାହ୍ନା ଲୀଳାମୟ କାହ୍ନା
ସତ୍ୟ ବଚନ ସତ୍ୟ ବଚନ
କବି କବି
ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ ଟିକିଏ ଆଲୁଅ ଦେଖିବ ଆଶାରେ କେଵେ ଅନ୍ଧାର ରେ ଜଲିଛ ତମେ
ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ ଓଡିଶାର ତିରିଶି ଜିଲ୍ଲାକୁ ନେଇ କବିତାଟିଏ