ମୈତ୍ରୀ ର ଦେଶ ମୋ
ମୈତ୍ରୀ ର ଦେଶ ମୋ
ଦେଶ ମୋ ଭାରତ
ଦେଇଛି ସ୍ବତନ୍ତ୍ର ପରିଚୟ
ତା ସାଥେ ପ୍ରେରଣା
ସୃଷ୍ଟି କରିଛି ପରିଚୟ
ସାରା ବିଶ୍ବରେ
ଦେଶ ହୋଇଛି ମହାନ
ମହାନ୍ ବ୍ୟକ୍ତିତ୍ବ ଙ୍କ ପାଇଁ
ରହିଛି ଏକତା,ପ୍ରେମ
ଶାନ୍ତି ଓ ମୈତ୍ରୀ ଭାବ
ଅନେକ ସମସ୍ୟାର ଅନ୍ତରାଳେ
