STORYMIRROR

Tankadhar Majhi

Inspirational Thriller Others

3  

Tankadhar Majhi

Inspirational Thriller Others

ମାଟିଖଡି ଓ ସିଲଟରୁ ରଫ୍ ଖାତା

ମାଟିଖଡି ଓ ସିଲଟରୁ ରଫ୍ ଖାତା

1 min
11.9K

ଭଙ୍ଗା ସିଲଟ ସାଥେ 

ଛିଣ୍ଡା ବ୍ୟାଗ ଓ ନୁଖୁରା ବାଳ

ବଦଳି ଯାଇଛି ସାଜସଜ୍ଜା

ଚପଳରୁ ବ୍ରଣ୍ଡେଡ୍ ସୁଜ୍ 

ବ୍ଲାକ୍ ଚଷମା ଆଉ କ୍ୟାପ୍

ବଢେ ଫ୍ୟାସନର ଚମତ୍କାର ଢଙ୍ଗ ।


ଅଯତ୍ନ ଛିଣ୍ଡା ହାଫ୍ ପ୍ୟାଣ୍ଟରୁ

କଲେଜ ଡ୍ରେସ୍ ଓ କୋଟ୍

ବିଛଣାରୁ ସ୍କୁଲ୍ ବ୍ୟାଞ୍ଚ 

ଚକ୍ ଖଡିରୁ ପେନ୍ ଓ ପେନସିଲ୍

ରଫଖାତାରୁ ଡାଏରୀ... 

ଜୀବନର ମୋଡ଼ ବି ଏପରି 

ଶିଶୁ ବେଳେ ବଡ଼ ହେବାକୁ ଇଛା ଥିଲା 

ଆଜି ବଡ଼ରୁ ଶିଶୁ ହେବାକୁ ଇଛା ହୁଏ ।


साहित्याला गुण द्या
लॉग इन

Similar oriya poem from Inspirational