STORYMIRROR

Sunanda Mohanty

Abstract Classics Inspirational

3  

Sunanda Mohanty

Abstract Classics Inspirational

ମାଟି

ମାଟି

1 min
247

ମୁଠାଏ ଭିତରେ ତୃପ୍ତି 

ଆଞ୍ଜୁଳାଏ ଭିତରେ ସମ୍ପୃକ୍ତି 

ଅମୃତ ମଣୋହୀ ପରିଚିତି 

ତା ଡାକରେ ଭରା ଭରା ପ୍ରୀତି 

ତା ସାନିଧ୍ୟରେ ସବୁ ସ୍ମୃତି 

ଭିଟା ମାଟିରେ ଲୋଟି ସାଉଁଟି 

କେତେ ଅନୁଭୂତି 

ମାଆ ପରି ଜନ୍ମରୁ ମରଣ ଯାଏ 

ସେହିତ ଏକମାତ୍ର ଗତି ଓ ମୁକ୍ତି 

ତା କୋଳରେ ଧରି ପ୍ରଜାପତି 

ତାକୁ ଭୁଲିଗଲେ ମହାପାପୀ ବୋଲାନ୍ତି 

ମାଆ ର ଅନ୍ୟ ନାମ ବସୁମତୀ 

ହେଉ ପଛେ ମୁଠାଏ ମାଟି  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract