STORYMIRROR

Sudhashree Bhattamisra

Abstract

4.4  

Sudhashree Bhattamisra

Abstract

ମାଟି

ମାଟି

1 min
393

ଇନ୍ଦ୍ରଧନୁ ପାଲଟି ଯାଏ ଯେବେ ଜୀବନଟା 
ସେତିକିବେଳେ ମୁଁ ରଙ୍ଗବେରଙ୍ଗୀ ସ୍ବପ୍ନଦେଖେ 
ଆକାଂକ୍ଷା ମୋର ଆକାଶ ଛୁଆଁ ଯଦି ହେଇପାରନ୍ତା 
ଇନ୍ଦ୍ରଧନୁ ମନଟା ପୁଣି ଚିତ୍ର ଆଙ୍କନ୍ତା 
ତୂଳୀ ରଙ୍ଗ ନେଇ ଜୀଵନ କୁ ସଜାନ୍ତା 
ତୂଳୀ ରଙ୍ଗ ଯେବେ ପାଲଟି ଯାଏ ଜୀବନଟା 
ସେତିକି ବେଳେ ମୁଁ ଇନ୍ଦ୍ରଧନୁ ଠୁ ରଙ୍ଗ ନେଇ 
ଚିତ୍ର ଆଙ୍କେ ଏଇ ମାଟିର କଥା ଲେଖେ 
ଆକାଶର କଥା ଭାବେ...................


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଗହଣା

ଗହଣା

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract