Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saudamini Tripathy

Inspirational

3  

Saudamini Tripathy

Inspirational

ମାଟି ମା

ମାଟି ମା

1 min
118


ଏଇ ଦେଶରେ ଜନମ ମୋର

ଭାରତ ଦେଶ ଯାହାର ନାଁ

ମୋ ମାଟି ମା' ମୋ ପରିଚୟ

 ପାଳିଛି ମତେ ମୋହରି ଗାଁ l

ସୁନ୍ଦର ଏଇ ବନ ଭୂଇଁ ସୁନ୍ଦର ମିଠା

ଝରଣା ଜଳ

ସୁନ୍ଦର ଆମ ଗାଁ ମାଟି ସୁନ୍ଦର ପକ୍ଷୀ

କାକଳି ସ୍ଵର l

ନୀଳ ସମୁଦ୍ର ଚରଣ ଛୁଇଁ ପାଦରେ

ଭାଙ୍ଗୁଛି ଲହରୀ ଯା'ର

ସବୁଜ ବନାନୀ ତୁଙ୍ଗ ହିମାଳୟ

ହିମ ଆଚ୍ଛାଦିତ ଯା'ର ଶରୀର l

ସମୁଦ୍ର ଜଙ୍ଗଲ ବୃକ୍ଷଲତା ସବୁ

ଅନେକରେ ଏକ ଆମ ମାତୃଭୂମି

ଶାନ୍ତି ମୈତ୍ରୀ ପ୍ରେମ ଭିନ୍ନ ଭିନ୍ନ ଧର୍ମ

ଭେଦଭାବ ଭୁଲି ଆମ ପୂଣ୍ୟଭୂମି

ମିଳିମିଶି ରହି ଭାଷା ଜାତି ଧର୍ମ l

ବିଶାଳ ହୃଦୟ ମହତ୍ ମୋ ମାଆର

ସନ୍ତାନ ସବୁ ଏକାଠି ମିଶି

ଭିନ୍ନ ଭାଷାଭାଷୀ ଭିନ୍ନ ଚଳଣିରେ

ଗର୍ବ କରୁ ସର୍ବେ ଭାରତବାସୀ l

ମହତ୍ମା ଗାନ୍ଧୀ ,ସୁବାଷ,ଲକ୍ଷ୍ମଣ, ବାଜି

ଲକ୍ଷ୍ମୀବାଈ, ଭଗତ ସିଂହ

ଗୋପବନ୍ଧୁ ଜଗବନ୍ଧୁ ଏକତାରେ ଅହିଂସା

ପନ୍ଥାରେ ସଂଗ୍ରାମୀ ସଂଘ l


Rate this content
Log in

Similar oriya poem from Inspirational