Bishnupriya Palatasingh
Children
ତପ୍ତ ଓଠକୁ ତୃପ୍ତି କରାଏ
ଛାତିରୁ ନିଗାଡ଼ି ଅମୃତ
ଲୁହ ଭିଜା ଆଖି ଥମି ପଡ଼ିଯାଏ
ମେଣ୍ଟିଯାଏ ଯେବେ ଭୋକ
ପଣତ କାନିରେ ମୁହଁକୁ ଲୁଚେଇ
କୋଳେ ଖେଳୁଥାଏ ଦୋଳି
ତା କଅଁଳ କୁନିହାତ ସ୍ପର୍ଶରେ
ମାତୃତ୍ୱ ଉଠଇ ଶିହରି ।
ପିଲାଦିନ
ନାଲିଶ୍
କିଛି ଅତ୍ମୀୟତା...
ଫଗୁଣ ରଙ୍ଗ
ସେ କୁହେ
ଶୀତୁଆ ରାତି
ଆହେ ପୂଜ୍ୟ
ବୋଉ
ଡରାଉଥିବା ମୁହୂ...
ଇଚ୍ଛା ଟିଏ
ଦେଖୁ ଅଛି ଦମ୍ ସାରା ବିଶ୍ବ ଆଜି କରି ନାହିଁ କେହୁ କଲା ଚନ୍ଦ୍ର ମାମୁଙ୍କର ଦକ୍ଷିଣ ଧୃବରେ ... ଦେଖୁ ଅଛି ଦମ୍ ସାରା ବିଶ୍ବ ଆଜି କରି ନାହିଁ କେହୁ କଲା ଚନ୍ଦ୍ର ମାମୁଙ୍କର ...
ଧରମ ଓ ଆଇନ୍ ର ବହି ଭିତରେ ନୀତି ଭରି ହୋଇ ତ ରହିଛି କିନ୍ତୁ କୁହ କିଆଁ ଇଟା ଭାଟିର କାମର l ଧରମ ଓ ଆଇନ୍ ର ବହି ଭିତରେ ନୀତି ଭରି ହୋଇ ତ ରହିଛି କିନ୍ତୁ କୁହ କିଆଁ ଇଟା ଭାଟିର କାମ...
ହେ ଉତ୍କଳ ମାତା ତୋର ପୁଣ୍ଯ ଗାଥା ଚିରକାଳ ଗାଉଥିବି, କାୟମନୋବାକ୍ଯେ ପ୍ରତି ରକ୍ତ ବିନ୍ଦୁ ତୋ ହେ ଉତ୍କଳ ମାତା ତୋର ପୁଣ୍ଯ ଗାଥା ଚିରକାଳ ଗାଉଥିବି, କାୟମନୋବାକ୍ଯେ ପ୍ରତି ରକ୍ତ ବ...
କେବେ ସମ୍ପୂର୍ଣ୍ଣ ତ କେବେ ଅଂଶେ ଅଧ ଫାଳେ, ଅକ୍ଷର ଗୁଡ଼ିକ ଯୋଡ଼ ଯୋଡ଼ି ହୋଇ , ସଙ୍ଗେ ଛନ୍ଦି ହେଲେ, କେବେ ସମ୍ପୂର୍ଣ୍ଣ ତ କେବେ ଅଂଶେ ଅଧ ଫାଳେ, ଅକ୍ଷର ଗୁଡ଼ିକ ଯୋଡ଼ ଯୋଡ଼ି ହୋଇ , ସଙ୍ଗେ ଛ...
ଖେଳ ଖେଳୁଛନ୍ତି ବୁଢ଼ୀ ଟା ସିନା ଗାଳି କରି ଚାଲିଛି ହେଲେ ଶୁଣୁଚି କିଏ? ଖେଳ ଖେଳୁଛନ୍ତି ବୁଢ଼ୀ ଟା ସିନା ଗାଳି କରି ଚାଲିଛି ହେଲେ ଶୁଣୁଚି କିଏ?
ଦୁଃଖୀ ଧନ ତାର ଜୀବନ ଧନରତ୍ନ ଠୁ ବଳି ଯେତେ କଷ୍ଟ ଦେଲେ ତୁଣ୍ଡରେ ବାହାରିବନି ଗାଳି ।। ସୁପୁତ୍ର ହେଉ ଦୁଃଖୀ ଧନ ତାର ଜୀବନ ଧନରତ୍ନ ଠୁ ବଳି ଯେତେ କଷ୍ଟ ଦେଲେ ତୁଣ୍ଡରେ ବାହାରିବନି ଗାଳି ।। ...
ଟଙ୍କା ଟି ନଥିଲେ ସଭିଙ୍କ ଆଖିରେ ହତାଦର ହୋଇଥାନ୍ତି, ଦୁଃଖରେ ତାହାର ଦିନ କଟିଥାଏ ଟଙ୍କା କୁ ସେ ଝୁର ଟଙ୍କା ଟି ନଥିଲେ ସଭିଙ୍କ ଆଖିରେ ହତାଦର ହୋଇଥାନ୍ତି, ଦୁଃଖରେ ତାହାର ଦିନ କଟିଥାଏ ଟଙ...
ଥୁକୁଲଥାକୁଲ ରୁମୁରୁମିଆ ଭାଲୁ ନାନୀଟି ଭାରି ଅଳସୁଆ । ସବୁଠୁ ସୁନ୍ଦର ପକ୍ଷୀ ମୟୂର ଇନ୍ଦ୍ ଥୁକୁଲଥାକୁଲ ରୁମୁରୁମିଆ ଭାଲୁ ନାନୀଟି ଭାରି ଅଳସୁଆ । ସବୁଠୁ ସୁନ୍ଦର ପକ୍ଷୀ ମୟୂ...
ମନ ମଧୁରିମା ଦିଶେ ନାହିଁ ସିନା ଆଚରଣେ ତାହା ଫୁଟେ ମୁହଁରେ ସର୍ବଦା ପବିତ୍ରତା ଭରା ହସ ଧାର ଓଠେ ଛୁଟେ l ମନ ମଧୁରିମା ଦିଶେ ନାହିଁ ସିନା ଆଚରଣେ ତାହା ଫୁଟେ ମୁହଁରେ ସର୍ବଦା ପବିତ୍ରତା ଭରା ...
ନାଭିକମଳର ତୃତୀୟ ପାଦରେ ପାତାଳକୁ ତାଙ୍କୁ ଚାପି ହେଲେ ପ୍ରାର୍ଥନାରେ ପ୍ରୀତ ଭଗବାନ ଦେଇଥିଲେ ବର ଯାଚି ନାଭିକମଳର ତୃତୀୟ ପାଦରେ ପାତାଳକୁ ତାଙ୍କୁ ଚାପି ହେଲେ ପ୍ରାର୍ଥନାରେ ପ୍ରୀତ ଭଗବାନ ଦ...
ରକ୍ଷାକରେ ମର୍ଯ୍ୟାଦା ମଉଡମଣୀ ମାଣିକପାଟଣା ମାଣିକ ଗଉଡୁଣୀ ଗୁଣ ପାରିବ କେ ବଖାଣି ସେ ତ ଅଲିଅଳି ଜେମାମଣି ... ରକ୍ଷାକରେ ମର୍ଯ୍ୟାଦା ମଉଡମଣୀ ମାଣିକପାଟଣା ମାଣିକ ଗଉଡୁଣୀ ଗୁଣ ପାରିବ କେ ବଖାଣି ସେ...
କେକ,ପାଉଁରୁଟି କେକ,ପାଉଁରୁଟି
ନଈ ପାଣି ସବୁ ଯାଆ ତୁ ନଈକୁ ସିଲଟ ମୋ ଶୁଖି ଯାଆ ସିଲଟ ହଲାଇ ପଦ୍ମତୋଳା ଗାଏ ମୋହନିଆ ଚାଲାକିଆ । ନଈ ପାଣି ସବୁ ଯାଆ ତୁ ନଈକୁ ସିଲଟ ମୋ ଶୁଖି ଯାଆ ସିଲଟ ହଲାଇ ପଦ୍ମତୋଳା ଗାଏ ମୋହନିଆ ...
କେତେ ଲହୁ ଲୁହ ଦେଇ ଆନ୍ଦୋଳନ ପରେ ଆନ୍ଦୋଳନ, ବହୁ ଭାରତୀୟ ବୀର ଭିଜାଇଲେ ଦେଶ ମାଟିକୁ ହଟିଲା ଗୋରାଙ କେତେ ଲହୁ ଲୁହ ଦେଇ ଆନ୍ଦୋଳନ ପରେ ଆନ୍ଦୋଳନ, ବହୁ ଭାରତୀୟ ବୀର ଭିଜାଇଲେ ଦେଶ ମାଟିକୁ ...
ଗଜପତି ସିଂହାସନରେ ବସି ସିରାଗୋଳାରୁ ଏକ ଛେନାଗୁଳା ପାଟିକୁ ପକେଇ ଦେଲେ ରାଜା ଆଶ୍ଚର୍ଯ୍ୟରେ ମହାପାତ୍ ଗଜପତି ସିଂହାସନରେ ବସି ସିରାଗୋଳାରୁ ଏକ ଛେନାଗୁଳା ପାଟିକୁ ପକେଇ ଦେଲେ ରାଜା ଆଶ୍ଚର୍ଯ୍...
ସରସ୍ୱତୀ କହିଲେ ତୋର ହୀନ ଭାଗ୍ୟ ସାତଜନ୍ମ ଯାଏ ନାହିଁ ତୋ ବିଦ୍ୟା ଯୋଗ । ଭାଗ୍ୟହୀନ ଜାଣି କାଳି ରୋଦନ ସରସ୍ୱତୀ କହିଲେ ତୋର ହୀନ ଭାଗ୍ୟ ସାତଜନ୍ମ ଯାଏ ନାହିଁ ତୋ ବିଦ୍ୟା ଯୋଗ । ଭାଗ୍ୟହୀନ ଜାଣ...
ଆମ ରାଷ୍ଟ୍ର ସଂଗୀତ କୁ ମିଶିକରି ଗାଇଥାଉ କେତେ କେତେ ବୀର ରଚିଯାଇଛନ୍ତି ତାଙ୍କ ମହାନ ର ଗ ଆମ ରାଷ୍ଟ୍ର ସଂଗୀତ କୁ ମିଶିକରି ଗାଇଥାଉ କେତେ କେତେ ବୀର ରଚିଯାଇଛନ୍ତି ତ...
ଅନୁଭୂତି ଓ ଅନୁଶାସନର ଗନ୍ତାଘରଟିଏ ଜୀବନ୍ତ ନିୟମାବଳିର ମାର୍ଗଟିଏ ଫୁଲଠୁଁ କୋମଳ ହୃଦୟଟିଏ ସବୁଥିରେ ଥାଏ କ୍ଷ... ଅନୁଭୂତି ଓ ଅନୁଶାସନର ଗନ୍ତାଘରଟିଏ ଜୀବନ୍ତ ନିୟମାବଳିର ମାର୍ଗଟିଏ ଫୁଲଠୁଁ କୋମଳ ହୃଦୟଟି...
କବି ବଳଦେବ,ଉପେନ୍ଦ୍ର,କୁନ୍ତଳା,ଅଭିମନ୍ଯୁ,ଭୀମ ଭୋଇ ଫକୀର ମୋହନ,ଭକ୍ତ ଚରଣ ,ସାରଳା,ଯଦୁମଣି କେତେ କବି ଆଉ କେ... କବି ବଳଦେବ,ଉପେନ୍ଦ୍ର,କୁନ୍ତଳା,ଅଭିମନ୍ଯୁ,ଭୀମ ଭୋଇ ଫକୀର ମୋହନ,ଭକ୍ତ ଚରଣ ,ସାରଳା,ଯଦୁମଣ...
ସତଶିକ୍ଷା ଦେଇ ଆଦର୍ଶରେ ଗଢିଦିଅ ମତେ। ସତଶିକ୍ଷା ଦେଇ ଆଦର୍ଶରେ ଗଢିଦିଅ ମତେ।