Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishnupriya Palatasingh

Romance

3  

Bishnupriya Palatasingh

Romance

ଇଚ୍ଛା ଟିଏ

ଇଚ୍ଛା ଟିଏ

1 min
209


ତୁମେ ତୁମ ରାତିର ଠିକଣା ଦିଅ 

ମୁଁ ତୁମ ନିଦରେ ସ୍ବପ୍ନ ହେଇ ଆସିବ ।


ତୁମେ କିଛି ଲୁହ ଭିଜା କାହାଣୀ କୁହ 

ମୁଁ ତୁମପାଇଁ କବିତା ଲେଖିବି ।


ତୁମେ ତୁମ ଆଖି ଆଇନାକୁ ସଫା କରିଦିଅ 

ମୁଁ ସେ ଆଇନାରେ ପ୍ରତିବିମ୍ବ ସାଜିବି ।


ତୁମେ ତୁମ ହୃଦୟର ପ୍ରେମ ଅଜାଡି ଦିଅ 

ମୁଁ ସେ ପ୍ରେମକୁ ସାଉଁଟି ସାଇତି ରଖିବି ।


ତୁମେ ସ୍ମୃତି ସଂଗୀତଟେ ମୋ ପାଇଁ ଗାଇବ 

ମୁଁ ରାତିରେ ଶୋଇବା ପୂର୍ବରୁ ଶୁଣିବି ।


ତୁମେ ଗୋଟେ ହୃଦୟସ୍ପର୍ଶୀ କବିତା ଲେଖିବ 

ମୁଁ ସେ କବିତାରେ ମୋ ଭାବନା ଖୋଜିବି ।



Rate this content
Log in

Similar oriya poem from Romance