STORYMIRROR

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

ମାତୃ ରୁପେଣ ସଂସ୍ଥିତା

ମାତୃ ରୁପେଣ ସଂସ୍ଥିତା

1 min
175


ନମସ୍ତସ୍ୟ ମାଆ ଭବାନୀ ମାତୃ 

ରୁପେଣ ସଂସ୍ଥିତା

ତୃତୀୟ ଶକ୍ତି ଚନ୍ଦ୍ରଘଣ୍ଟା 

ନମସ୍ତେତୁ ନମୋଃସ୍ତୁତା

ଶୈଳପୁତ୍ରି,ବ୍ରହ୍ମଚାରିଣୀ,ଚନ୍ଦ୍ରଘଣ୍ଟା

କୁଷ୍ମାଣ୍ଡ ସ୍କନ୍ଧମାତା

କୈଶୋର କାଳେ ଶିବଙ୍କ ଶିବା 

ପାଇଁ ଯୋଗିନୀ ମାତା

ଦିବ୍ୟଜ୍ୟୋତି ଦର୍ଶନେ ଭକ୍ତ 

 ସମର୍ପଣେ ସମର୍ପିତା

ସ୍ୱାଧିଷ୍ଠାନଚକ୍ରକୁ ଜାଗ୍ରତ କର ସର୍ବେ 

 ମାତାମହାମାୟୀ ଆବିର୍ଭୂତା

ଯା ଦେବୀ ଭଦ୍ରକାଳୀ ନମୋସ୍ତୁତେ 

 ଦେବୀମାତା ନମୋଃସ୍ତୁତା

ଜଗତଜନନୀ ସିଂହବାହିନୀ 

 ଶକ୍ତି ପ୍ରଦାୟିନୀ ବୁଦ୍ଧିମତ୍ତା

ନିଦ୍ରା, ଛାୟା, ତୃଷ୍ଣା, ଶ୍ରଦ୍ଧା ଭକ୍ତି ଭାବ

 ଲକ୍ଷ୍ମୀନୃସିଂହ ବନ୍ଦିତା

ଦୟା ଶାନ୍ତି ପ୍ରିତୀ ମଇତ୍ରୀ ଭ୍ରାନ୍ତି ରୂପେ  

 ଜଗତଜନନୀ ସଂସ୍ଥିତା

ନମସ୍ତୁତେ ଭବାନୀ ଯୋଗମାୟା 

 ପତିବ୍ରତା ସମ୍ଭୂତା

ଜଗତଜନନୀ ଦୁର୍ଗା ଶ୍ରୀଚରଣେ 

 ପ୍ରଣମେ ଆଦିମାତା

ଦୁର୍ଗତି ନାଶିନୀ ଦୁର୍ଗା ଯୋଗଜେ ଯୋଗ 

 ଯୋଗମାୟା ସମ୍ଭୂତମାତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics