STORYMIRROR

Alhadini Panigrahi dash

Classics

4  

Alhadini Panigrahi dash

Classics

ମା ଗୋ ଗୁହାରି କରୁଛେ ତୋତେ

ମା ଗୋ ଗୁହାରି କରୁଛେ ତୋତେ

1 min
183

ସବୁ ବଛର୍ ଲେଖେନ୍ ଦଶରା ଆଇଛେ

ତିିହାର୍ ପରବ୍ ଧରି

ଚେରୁଆ ଫୁଲ୍ ବି ମୁଲକିି ହସୁୁୁୁଛେ

ରୁୁୁୁପର୍ ପସରା ମେଲି

    ମା ତୁଇ ତ ଆଏବୁ ବୋଲି ।।୧ାା


ଫୁୁଲ୍ ସିନା ସୁଖେ ଖେଲେ ହଲି ଝୁୁୁୁଲି

ଦୁଃଖ୍ ବୁଝେ ନାଇଁ ବୋଲି

ତୁୁଇ ତ ଗୋ ମା ସବୁ ଅଛୁ ଜାନି

ଇଛେନ୍ ସମିଆ ଯାଇଛେ ବଦଲି

    ମା କରୋନା ଆଇଛେ ବୋଲି ।।୨ାା


ଜିିିଉଁତିଆ ତିିହାର୍ ଲାଗେ ଛିନା ଛିିିନା

ମନ୍ ଯାଉଅଛେ ମରି

ଭାଏ,ବହନିର୍ ଭାବ୍ ଦିଆ ନିଆ ଗଲା

କରୋନା କେ ଡରି ମରି 

    ମା ,କରୋନା ଆଇଛେ ବୋଲି ।।୩ାା


ଉସାସ୍ ହେଇକରି ରହିଛୁ କେନ୍ତା

ଗୁୁୁଟେ ମହିିିଷା କେ ନାଶି

ସହସ୍ରେ ମହିିିଷା ବଡା ବିତବିିିତା

କରସନ୍ ପୃଥ୍ବୀ କେ ଆସି

     ମା , ସବୁ ତ ପାରୁୁଛୁ ଜାନି ।।୪ାା


ଯଉତୁକ୍ ଅସୁୁୁର୍ ମାଉଁଁସ୍ ଖିଆ ଅସୁୁର୍

ଆର୍ କେତେ ଭେଷ୍ ଧରି

ଇଛେନ୍ ତ ଆସିଛେ କୋରୋନା ର୍ ଭେଶେ

ତୋର୍ ଛୁୁୁଆ କୁ ଗିଲମିି ବୋଲି

     ମା ,ସବୁ ତ ପାରୁୁଛୁ ଜାନି ।।୫ାା


ଦଶ୍ ହାତେ ଦଶ୍ ଶସତର୍ ଧରି

ଆ ' ସିଂହ ର୍ ପିିଠି ଚଢି

ଗରଜି ଯାଉ ତୋର୍ କିଲକିିିଲା ରଡିି

ଦୁୁୁୁଲକୁ କରୋନା ର୍ ଛାତି 

    ମା ଦୁଲକୁ କରୋନା ର୍ ଛାତି ।।୬ାା


ଆଉଛେ ଗୋ ମା ବିଜୟା ଦଶମୀ

ପାପ୍ ,ପାପୀ ଦେ ନାଶି

ଦେ ଚିରିିିଦେ ତୋର୍ ତିିିିରଶୁଲ୍ ମୁୁୁନେ

କରୋନା କେ ଦେ ଭୁୁଷି

   ମା କରୋନା କେ ଦେ ଭୁଷି ।।୭ାା


ତୋର୍ ଘୁୁଙ୍ଗୁର୍ ଶବଦ୍ ଶୁନି କରି ମା

ପାପି ଛାତି ଯାଉ ଫାଟି

ମହାଦୂର୍ଗା ,ମହାକାଲି ରୁପ୍ ଧରିି

ଚିିିପ୍ କୋରୋନା ର୍ ତଁଁଟି 

   ମା , ଚିପ୍ କରୋନା ର୍ ତଁଁଟି ।।୮ାା


ପଲାବା କରୋନା ଶୁୁୁଖି ହେବା ଧରା

ତୋର୍ ଛୁୁଆ ମୁୁୁୁହେଁ ଫୁଟୁ ହସିି

ହସି ଖୁସି କରି ଆଘର୍ ବାଗିର୍

ସଭେ ରହୁନ୍ ମିିିଲିମିଶି

 ମା , ସଭେ ରହୁନ୍ ମିଲିିିମିଶି ।।୯ାାା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics