Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saphala Das

Drama

3  

Saphala Das

Drama

ମାତୃ ପୂଜା

ମାତୃ ପୂଜା

1 min
114



ମାଆଟି ମୋର କେଡେ ନିଜର 

ତାପରି କେହି ନାହିଁ 

ସକାଳୁ ଉଠି ତା ମୂଖ ଚାହିଁ 

ତା ପାଦ ଦେଲେ ଛୁଇଁ ।


ସକଳ ପୂଜା ତା ପାଖେ ସଜା 

ବଡ ମନ୍ଦିର ଘର 

ତା କଥା ମାନି ହୋଇବି ଜ୍ଞାନି 

ପୂଜିବି ନିରନ୍ତର ।


ତାର ପଣତ ମଥାରେ ହାତ 

ସରଗ ସୁଖ ସିଏ  

ଦୁନିଆ ଦୁଃଖ ମନର ଭୟ 

ତା କୋଳେ ମଥା ଦିଏ।


ହାତ ପରଶ ଦିଏ ଆଶିଷ 

 ମଥାରେ ଥିଲେ ମୋର 

 ପଖାଳ କଂସା ମାଆ ବରଷା 

 ସଂସାର ସୁଖ ସାର ।


Rate this content
Log in

Similar oriya poem from Drama