STORYMIRROR

Pranati Panda

Inspirational

3  

Pranati Panda

Inspirational

ମାତା

ମାତା

1 min
197

ମାତା ସୃଷ୍ଟି ମାତା ଧରା ,

        ମାତା ସ୍ନେହ ଅପାଶୋରା ।

ମାତା ସ୍ନେହ ପାଏ ଯିଏ,

        ଦୁନିଆଁକୁ ଜିତେ ସିଏ ।


ମାଆ ଆଶିଷ ଶକ୍ତି ନେଇ ,

        ସନ୍ତାନ ଆଗେ ବଢ଼ଇ ।

ସବୁ ଦୁଃଖ ସହି ମାତା ,

       ସନ୍ତାନେ ଦିଏ କ୍ଷମତା ।


ଟିକେ ସ୍ନେହ ବଦଳରେ ,

       ଆଶୀର୍ବାଦ ଢାଳେ ବାରେ।

ସେ' କବଚ ସାଥେ ନେଇ,

       ସନ୍ତାନ ସୁଖେ ରହଇ ।


ସେଥିପାଇଁ ଲେଖା ଅଛି,

      ମାତା ପରି କିଏ ଅଛି ?

 ପରିଚୟ ହିଁ ' ମାତା'ର ,

       ସ୍ୱାଭିମାନ ସନ୍ତାନର ।



Rate this content
Log in

Similar oriya poem from Inspirational