STORYMIRROR

Tapan Dixit

Tragedy

2  

Tapan Dixit

Tragedy

ମାର୍ଗଶୀର ଗୁରୁବାରର ଅଭିନନ୍ଦନ

ମାର୍ଗଶୀର ଗୁରୁବାରର ଅଭିନନ୍ଦନ

1 min
2.3K


ଗାଁ ଦାଣ୍ଡ ଧୂଳି ସଢ଼େଇରେ ଭରି

ଚୁଲି ପାରୁଥିଲି ଯେବେ

ବୋହୁଚୋରି ଖେଳେ ବୋହୁ ହୋଇ ତୁମେ

ରାନ୍ଧି ଦେଉଥିଲ ସେବେ,

ହେଲେ ତୁମେ ଆଜି କା'ଘର ଗୃହିଣୀ

ପୁଜୁଛ ମା' ଲକ୍ଷ୍ମୀ ଓଷା

ହେଲେ ତୁମ ପାଇଁ ଆଜି ଶ୍ମଶାନବାସୀ ମୁଁ 

ଘୁରି ବୁଲେ ଧରି

ଅବଧୂତ ବେଶଭୂଷା ।।

ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy