STORYMIRROR

BANITA SAHU

Abstract

2  

BANITA SAHU

Abstract

ମାଁଙ୍କ ପ୍ରଥମ ଚିଠି

ମାଁଙ୍କ ପ୍ରଥମ ଚିଠି

1 min
255

ଆଜିବି ମନେ ଅଛି 

ମୋ ମାଁଙ୍କ ପ୍ରଥମ ହାତଲେଖା ଚିଠି

ମୁଁ ଯେବେ ଚାକିରି ପାଇଁ ରହୁଥିଲି ବାହାରେ

ମୋ ମାଁ ପ୍ରତି ମାସରେ ନିଜ ହାତଲେଖା ଚିଠି ଦିଅନ୍ତି ପଠାଇ 

ସେ ଦିନ ଆଜି ବି ମନେ ଅଛି

ମୋ ମାଁଙ୍କ କିଛି ଲେଖା 

ବାପାରେ ଠିକ୍ ସମୟରେ ଖାଇବୁ

ନିଜର ଦେହକୁ ଜାଗ୍ରତ ରଖିବୁ

ବାହାର ଖାଦ୍ଯ ଜମା ଖାଇବୁନି

ଦେହ ଅସୁସ୍ଥ ହୋଇଯିବ

ବାପାରେ ଥଣ୍ଡା ପାଣି ଜମାରୁ ପିଇବୁନି

ସାଙ୍ଗ ସାଥିମେଳେ ବେଶି ବୁଲିବୁ ନାହିଁ

ନିଜ କାମରେ ଅବହେଳା କରିବୁନାହିଁ

ଏହି ମାଁକୁ ମନେ ରଖିଥିବୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract