STORYMIRROR

sumita behera

Inspirational Others

2  

sumita behera

Inspirational Others

ମାଣବସା

ମାଣବସା

1 min
95


ବସେଇଲି ମାଣ

ଆଗୋ ଠାକୁରାଣୀ

ଭକ୍ତି ନୈବେଦ୍ୟ ବଢ଼ିଲି

ଭେଦାଭେଦ ଭୁଲି

ପ୍ରୀତି ଅର୍ଘ୍ୟ ଢାଳି

ଚରଣ ବନ୍ଦନା କଲି ।


ମନୁଷ୍ୟ ମାତ୍ରକେ

ଜାତି ବି ଗୋଟିଏ

ଶିଖାଇ ଦେଇଛ ତୁମେ,

କରୁଛି ଆହ୍ୱାନ

ଭାଇ ଭଉଣୀ ହେ

ଦ୍ଵେଷ ନ ରଖିବା ଆମେ ।


   


Rate this content
Log in

Similar oriya poem from Inspirational