STORYMIRROR

Sasmita Das

Classics Others

2  

Sasmita Das

Classics Others

ମାଣ ବସା

ମାଣ ବସା

1 min
122


ଓଡ଼ିଆ ଘରର ବଡ଼ ଓଷା

ମାର୍ଗଶିର ମାସ ଗୁରୁବାର

ଘର ଲିପା ହୁଏ ଗୋମୟରେ

ଝୋଟି ଚିତାପଡ଼େ ଘରେ ଦୁଆରେ

ଧାନ ମେଣ୍ଟା ଟିଏ ମାଣ ରେ ଥୋଇ

ନୂଆ ବୋହୁ ଟି ଏ ପୂଜା କରଇ l

ନାନା ପ୍ରକାର ର ପିଠା ହୁଅଇ

ଶଙ୍ଖ ହୁଳହୁଳି ଶବଦେ ଘର କମ୍ପଇ l

ଏହି ପୂଜା କଲେ ଲଷ୍ମୀ ହୁଅନ୍ତି ଖୁସୀ

ଧନ ରତନ ଦିଅନ୍ତି ପରଷି l 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics