Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arundhati Jena

Inspirational Others

4  

Arundhati Jena

Inspirational Others

ମାନବିକତାର ମଞ୍ଜି

ମାନବିକତାର ମଞ୍ଜି

1 min
168


କିଛି କାହାକୁ କହିବା ପୂର୍ବରୁ

ନିଜକୁ କହି ଦେଖ ଆଉ 

ତା ପରେ ଗଭୀର ଚିନ୍ତା କରି ଦେଖ

ଆତ୍ମାକୁ କିଛି ଫରକ୍ ପଡୁଛି କି ନାହିଁ ?

ଯଦି ଖରାପ ଲାଗୁନି ତେବେ

ମାନବିକତା ଶୂନ୍ୟ ମଣିଷ ଟିଏ

ଯାହାକୁ କହିବା ଆଉ ନ କହିବାରେ

କିଛି ଫରକ୍ ନଥାଏ।

ଆଉ ଯଦି ଆତ୍ମାକୁ ବାଧୁଛି ନିଜର

ତେବେ ପ୍ରତିଜ୍ଞା ବଦ୍ଧ ହୁଅ

ଏପରି ଯେମିତି କେବେ ନ କର।

ଛୋଟ ଏଇ ଜୀବନରେ ଖୁସି ହେବାର

ଆଶା ଖେଳାଇ ଦିଅ

ମାନବିକତାର ମଞ୍ଜି ବୁଣି ଦେଖ

ଏକ ଦୁନିଆଁର ସୃଷ୍ଟି କରି

ଦିଅ ନୂଆ ପରିଚୟ ।



Rate this content
Log in

Similar oriya poem from Inspirational