Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshyama sagar Prusty

Inspirational

4  

Kshyama sagar Prusty

Inspirational

ମାନବିକତା

ମାନବିକତା

1 min
250



ଆସିଛି ଅଜଣା ଅଚିହ୍ନା ଏ ମହାମାରୀ 

କରୋନା ନାମ ତାହାରି

ମାନବୀକତାକୁ ଦେଇଛି ମାରି 

ଏ କରୋନା ମହାମାରୀ ।

ଦାତା ଆଉ ଭିକ୍ଷା ଦେଉନି ଘରୁ ବାହାରି 

ଭିକାରି ଏଠି ଭୋକ ଉପାସେ ଯାଉଛି ମରି ।

ସୁଖି ପରିବାରେ ଭୟାଭୟ ଦେଇଛି ଭରି 

ପରିବାର ସଦସ୍ୟଙ୍କୁ ଦେଇଛି ଅଲଗା କରି ।

ବାପ ଶବକୁ ପୁଅ ଯାଉନି କାନ୍ଧରେ ଧରି 

ସାଙ୍ଗ ସାଥି ଆସୁନି କର୍ମରେ ସାହାଯ୍ୟ କରି ।

ମାନବିକତାକୁ ଦେଇଛି ମାରି 

ଏ କରୋନା ମହାମାରୀ ।

ବଇଦ ଦେଖୁନି ରୋଗୀକୁ ସ୍ପର୍ଶକରି 

ଚିକିତ୍ସା ଅବହେଳାରେ ରୋଗୀ ଯାଉଛି ମରି ।

ମାନବିକତାକୁ ଦେଇଛି ମାରି 

ଏ କରୋନା ମହାମାରୀ ।

ଦିବ୍ୟାଙ୍ଗ ମାନେ ଏବେ ଅସହାୟ 

ଜୀବ ଶ୍ରେଷ୍ଠ ମାନବ ହୁଅନାହିଁ ନିର୍ଦୟ ।

ସାହାଯ୍ୟ ସହଯୋଗର ହାତ ବଢ଼େଇ 

ମାନବିକତାର ଦିଅ ପରିଚୟ

ମାନବିକତାର ଦିଅ ପରିଚୟ ।।


Rate this content
Log in

Similar oriya poem from Inspirational