STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ମାନବ

ମାନବ

1 min
369

ମାନବ ଧର୍ମ ଯଦି ଶ୍ରେଷ୍ଠ ଧର୍ମ 
ମଣିଷ କାହିଁକି ମାନବିକତା 
ହରାଏ, ମାନବ ସମାଜ 
ଯଦି ଶ୍ରେଷ୍ଠ ସମାଜ ସେ କାହିଁକି 
ଅଥର୍ବ ସମାଜ ର କଳ୍ପନା କରେ 
ମଣିଷ ପଣିଆ ଯଦି ନଥାଏ 
ବ୍ୟର୍ଥ ସେ ମଣିଷ ଜୀଵନ 
ମୁଁ ଯେବେ ଚିତ୍ର ଆଙ୍କେ 
ଏକ ରଙ୍ଗୀନ ଦୁନିଆ ର 
ସେତିକି ବେଳେ ମୁଁ ଦେଖେ 
କଳ୍ପ ନେତ୍ରରେ, ମାନବ ଯଦି 
ଭୁଲିଯାଏ ଧର୍ମ ତାର 
ମାନବ ଯଦି କେବେ 
ପାଲଟି ଯାଏ ଦାନଵ ସ୍ବପ୍ନ 
ସବୁ ଫିକା ଲାଗେ 
ମନ ଜହ୍ନ ସବୁ ଫିକା ଲାଗେ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ତମେ

ତମେ

1 min ପଢ଼ନ୍ତୁ

ଜୀଵନ

ଜୀଵନ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଘୃଣା

ଘୃଣା

1 min ପଢ଼ନ୍ତୁ

ସର୍ତ

ସର୍ତ

1 min ପଢ଼ନ୍ତୁ

ଅନ୍ତ

ଅନ୍ତ

1 min ପଢ଼ନ୍ତୁ

ବାଜି

ବାଜି

1 min ପଢ଼ନ୍ତୁ

Similar oriya poem from Abstract