STORYMIRROR

BANITA SAHU

Abstract

2  

BANITA SAHU

Abstract

ମାଁ ଝୁରୁଛି ପୁଅକୁ

ମାଁ ଝୁରୁଛି ପୁଅକୁ

1 min
346

ଦଶମାସ ଗର୍ଭେ ଧରି ଜନ୍ମ କରିଥିଲି ପୁଅକୁ

ସେହି ପୁଅ ଦିନେ ରାସ୍ତାରେ ଛାଡି ଚାଲିଗଲା ମାଁକୁ

ଥରୁଟି ହେଲେ ଭାବିଲା ନାହିଁ ଏ ମାର ମନକୁ

ମାଁଟି ତାର କିପରି ରହିବ ଛାଡି ନିଜ ପୁଅକୁ

କେତେ ବତ୍ର ଉପବାସ ରହି ପାଳିଥିଲି ମୁଁ ପୁଅକୁ

ସେହି ପୁଅ ଆଜି କିପରି ଭୂଲିଲା ମାଁର ମମତାକୁ

ନିଜେ ନଖାଇ ଅନାଦ୍ରା ରହି ମଣିଷ କରିଲି ତାକୁ

ସବୁ ସ୍ନେହକୁ ଭୂଲିଯାଇ ବ୍ଠଦ୍ଧା ଆଶ୍ରମରେ ଛାଡିଲା ମାକୁ

ଏହି ଛାତିର କୁହକୁ ଅନ୍ତରେ ରଖି ଝୁରୁଛି ମୁଁ ଆଜି ପୁଅକୁ

 ଚାହିଁ ରହିଛି କାହିଁ କେତେକାଳୁ ଫେରିଆ ଧନ ମୋ କୋଳକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract