STORYMIRROR

Pramila Mohanty

Abstract

3  

Pramila Mohanty

Abstract

ମାଗୁଣି

ମାଗୁଣି

1 min
64

ତବ ବଡ଼ଦାଣ୍ଡେ ପ୍ରଭୁ

ରଥ ହୋଇଅଛି ଠିଆ

କେବେ ଆସି ହୋଇବ ଉଭା

ଉଛୁର କରୁଛ କିଆଁ

ଶୂନ୍ୟ ଦାଣ୍ଡଦେଖି

ଆଖି ମୋ ହେଉଛି ଛଳଛଳ

ଥମୁ ନାହିଁ ଲୋତକ ଧାର

ନିଭାଇ ଦେଉଛି ସେ

ସଵୁ କଜ୍ଜ୍ବଳ 

ତୁମେ ପରା ଅନାଥର ନାଥ

ଚାହିଁ ବସିଛନ୍ତି 

କୋଟି କୋଟି ଭକତ

ଦିଅ ହେ ଆଶିଷ

ହେଉ ରଥ ଯାତ

ଏତିକି ମାଗୁଣି କରୁଛି

ପ୍ରଭୁ ଜଗନ୍ନାଥ

ଦେଖିବି ତୁମ ଯାତ

ବୋଲି ମହାବାହୁ

ମନରେ ବଳିଛି ଶରଧା

ଦୂରେ ଥାଇ ପ୍ରଭୁ ଚକା ଆଖି

ମିନତୀ କରୁଛି ଏକା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract