Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Romance Action

3  

Satyanarayan Sahoo

Abstract Romance Action

ମାଦକତା

ମାଦକତା

1 min
130


ମାଦକତା ବୋଳା ପ୍ରୀତିର ସ୍ରୋତରେ

ଉଠେ ଶତ ହିଲ୍ଲୋଲ

ସବୁ ଠାରୁ ମିଠା ପ୍ରେମ ମାଦକତା 

ଖୁଆଇ କି ପାଗଳ ।


କରନ୍ତି ପ୍ରେମିକ ପ୍ରେମିକା ମାନେ ଯେ

ଅପରର ମନକୁ 

ମାଦକତା ଭରା ଜୀବନ ଆରମ୍ଭ

କରିଥିଲେ ପ୍ରେମକୁ ।


ଆଗେଇ ନିଅନ୍ତି ସଭିଏଁ ଯେ ମାତି

ଉଠି ଦେଖନ୍ତି ସ୍ବପ୍ନ

କି ମନ ମୋହନ ମହମହ ଗନ୍ଧ

କରଇ ସଞ୍ଚରଣ ।


ପ୍ରିତୀ ପ୍ଲାବନରେ ଉବୁଟୁବୁ ନିତି

ହୋଇ ଚାଲେ ପରାଣ

ମନେ ଉଠୁ ଥାଏ ଆଶା ଅସୁମାରୀ

ମାଦକତାରେ ମନ ।


ବିଲୀନ ହେବାକୁ ଯାଉଛି ଦେଖଇ

ମାଦକତା ଯେତିକି

ତହିଁରୁ ଅଧିକ ଚମତ୍କାରିତା ରେ

ମନ ପ୍ରାଣ ଉଲ୍ଲସି ।



Rate this content
Log in

Similar oriya poem from Abstract