STORYMIRROR

Subhakanta Sahu

Inspirational

3  

Subhakanta Sahu

Inspirational

ମାଆକୁ କରିବା ପ୍ରାର୍ଥନା

ମାଆକୁ କରିବା ପ୍ରାର୍ଥନା

1 min
13.5K


ଆସିଲା ଶରତ ମରତପୁରକୁ

ଆସିଲା ପାର୍ବଣ ଋତୁ,

ଉତ୍ସବ ମୁଖର ହେବ ଚଉଦିଗ

ଶାରଦୀୟ ପୂଜା ହେତୁ।

ଆମ ମନେ କିନ୍ତୁ ଅଶେଷ ଦୁଃଖ

ଆଖି ଆମ ଲୁହ ଢାଳେ

ସାମ୍ପଦାୟିକ ଦଙ୍ଗାରେ ଜଳୁଛୁ

ଭାସୁଛୁ ବନ୍ଯାର ଜଳେ।

କିଏ ଜାଣେ କେବେ ଲିଭିବ ଏ ନିିଆଁ

ଶାନ୍ତ ହୋଇବ ପ୍ରକୃତି

ଦିଲ୍ଲୀ ଗୁଜୁରାଟ ବିଷ୍ଫୋରଣର

ଆତଙ୍କୁ ମିଳିବ ମୁକ୍ତି।

ଶୁଭକାନ୍ତ ସାହୁ

ଗୋପବନ୍ଧୁ ହାଇସ୍କୁଲ

ପୋଲସରା, ଗଂଜାମ।

ମୋ: ୯୦୪୦୩୨୦୧୮୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational