STORYMIRROR

Bikhyat Bihari Mishra

Inspirational Others

2  

Bikhyat Bihari Mishra

Inspirational Others

ମାଆ

ମାଆ

1 min
13.3K


ଜନମ ଦେଇଚି ମାଆ ସିନା ମତେ

କରମ ତ ଦେଇନାହିଁ

ସୁଖଦୁଃଖ ଯାହା କପାଳରେ ଅଛି

ସବୁ ତ ଭୋଗିବି ମୁହିଁ....

ଶିରାଳ ହାତଟା ମୁଣ୍ଡରେ ବୁଲାଇ

ଆଶିଷ ଅଜାଡି ଦିଏ

ମୋ ଶୁଭ ମନାସି କେତେ ଓଷା ବାର

ଉପବାସ କରୁଥାଏ....

ଜାଣିଚି ତାହାର ସେନେହର ଋଣ

ପାରିବିନି କେବେ ଶୁଝି

ସେଥିପାଇଁ ସିଏ ଚିଡ଼ିମିଡି ହେଲେ

ନ ରାଗି ଯାଏ ମୁଁ ବୁଝି.....


Rate this content
Log in

Similar oriya poem from Inspirational