Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhashree Bhattamisra

Inspirational

4.0  

Sudhashree Bhattamisra

Inspirational

ମାଆ

ମାଆ

1 min
162


ଶୁଣିଥିଲି ପୃଥିବୀଠୁ ବଡ ମାଆ ବୋଲି

କେତେ ପବିତ୍ର ନାଁ ଟିଏ, ସୃତି ମଧୁର ଲାଗେ

ଆକାଶ ଠୁ ବିଶାଳ ବ୍ୟାପକ ମା, ଯାର ପଣତ l

ସ୍ନେହରେ ଭିଜା, କିଛି ଭାଷା ନାହିଁ ମୋ ପାଖରେ

ମାର ମମତାକୁ ଆକଳନ କରିବାକୁ, ସନ୍ତାନର l

ସୁଖପାଇଁ, ତ୍ୟାଗ ଓ ମମତାର ମୃତ୍ତିମନ୍ତ ପ୍ରତୀକ ମା

ସନ୍ତାନ ର ଉଜ୍ବଳ ଭବିଷ୍ୟତ, ଆଉ ସୁଖ ସମୃଦ୍ଧି

ଆଣିଦେବା, ସତରେ ପ୍ରତ୍ୟେକ ମାଆ ର କାମନା l

ଈଶ୍ୱର ଙ୍କ ପରେ ଯଦି ଆଉ କିଏ ଜଣେ ସେ ହୁଏ

ମାଆ, ସେ ଖାଲି ସନ୍ତାନ ର ମଙ୍ଗଳ କାମନା କରେ

ଶୁଭ କାମନା କରେ, କଥାରେ କୁହାଯାଏ ମାଆ ପରି

କିଏ ହେବ, ଯାର ମାଆ ନାହିଁ ତାର ନାଁ ନାହିଁ l


Rate this content
Log in

Similar oriya poem from Inspirational