STORYMIRROR

Puspanjali Panda

Inspirational

3  

Puspanjali Panda

Inspirational

ମାଆ ଗୋଜ ବାୟାଣୀ

ମାଆ ଗୋଜ ବାୟାଣୀ

1 min
11.9K


ମା ତୁ ରହିଛୁ ସୃଷ୍ଟିର ଆରମ୍ଭୁ 

ବାଗେଡିଆ ଗ୍ରାମେ ପରା

ସର୍ବ ଜୀବଜନ୍ତୁ ପାଳନ କରୁଛୁ

କାହାକୁ ଦେଉନୁ ଧରା।

ଗୋବରୀ ନଦୀର ସୁଶୀତଳ ଜଳ 

ବଣ ରେ ଘେରା ମନ୍ଦିର

ଭକ୍ତ ଧାଇଁ ଯାଏ ମାକୁ ଜଣାଏ

ମନକାମନା ତାହାର ।

ବିଶ୍ୱାସେ ବସେ ସେ ଅଧିଆ ତୋଆଗେ 

ପୁର୍ଣ୍ଣ ହୁଏ ଅଭିଳାଷା

କରୁଣାମୟୀଗୋ କରୁଣାରେ 

ତୋର ପୁରାଅ ମୋ ମନ ଆଶା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational