STORYMIRROR

Jasoda Majhi

Classics Inspirational

4  

Jasoda Majhi

Classics Inspirational

ମା

ମା

1 min
215

ମା ନାମ ମଧୁର ଅମୃତ ସମାନ

ଆମ ସଭିଁଙ୍କର ପାଇଁ,

ଦୟା କ୍ଷମା ସେବା ସହନଶୀଲତା

ପ୍ରତିମୂର୍ତ୍ତି ଅଟେ ସେହି।

ଜନ୍ମ ହେବା ଠାରୁ ବଡ ହେବା ଯାଏ

ପାଳିଛି କେତେ ଯତନେ,

ଯାହା ମାଗିଲେ ମୁଁ ଧରେଇ ଦିିଏ ସେେେ

ରାଗ ନ ଥାଏ ତା ମନେ।

ଦୁର୍ଗା ପରି ତାର ରୂପ ହୋଇପାରେ

ନୁହେଁ ସିଏ କେବେ ଖଳ,

ସଭିଁଙ୍କ ମଙ୍ଗଳ କାମନା କରେ ସେ

ଡରୁଥାଏ ତାାକୁ କାଳ।

ଦୁନିିଆଁରେ ଯଦି ସ୍ବର୍ଗ ରହି ଥାଏ

ସେ ଅଟେ ମା ର କୋୋଲ,

ସୁନା ରୂପା ଠାରୁ ଵହୁମୂଲ୍ୟ ତାର

ଆକାର ଅମୂଲ୍ୟ ମୂଲ।  

ମା ତ ଆମର ଅଭୟ ଦାୟିନି

ସ୍ନେହମୟୀ  ବୀର ସୁରିି,

ତାହାରି ମମତା ହୋଇକ କି ପାରିିବ

ତରାାଜୁରେେ ମାପ କରି ।

ସିଏ ତ ଆମର ଜୀବନର ସାଥୀ

ସୁଖେ ଦୁଃଖେ ସହମିତି,

ତାର ପାଦ ଧୂଳି ଆଶୀର୍ବାଦ ସମ

ତା ବିନୁ ଶୂନ୍ୟ ଏ ଗତିି।



Rate this content
Log in

Similar oriya poem from Classics