STORYMIRROR

Gayatri Singh

Classics Inspirational Children

3  

Gayatri Singh

Classics Inspirational Children

ମା

ମା

1 min
243

ଯା'ର ଓଠରୁ ଝରେ ଆଶୀର୍ବାଦର ଧାରା ସେ ଗାନ୍ଧାରୀ

ଯାହାର ପଣତ ତଳେ ମିଳେ ଜୀବନର ପରମ ଶାନ୍ତି ସେ କୁନ୍ତୀ

ଯାହାର ପରଶରେ ଅମୃତ ବରଷି ଯାଏ ସେ ସାବିତ୍ରୀ 

ଯାହା ମୁହଁର ହସରେ ମିଳେ ପରମ ତୃପ୍ତି ସେ ସୀତା

ସେ ଅଗ୍ନି ହୋଇ ଜାଳିପାରେ 

ସେ ଶୀତଳ ହୋଇ ନିର୍ବାପିତ କରିପାରେ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics