STORYMIRROR

Prasanna Kumar Panda

Inspirational

3  

Prasanna Kumar Panda

Inspirational

ମା

ମା

1 min
199

ମା ପରି ରତନ ଟିଏ ପାଇବା ନାହିଁ

ଆମ ଜଗତରେ ।


ତାପରି ସ୍ନେହ ମମତା ଦେବାପାଇଁ 

ଆଉ କିଏ ନାହିଁ ଏ ଦୁନିଆରେ


ଆମକୁ ସେ ମନେ ପକାଉଥାଏ

ପ୍ରତି କ୍ଷଣରେ ।


ଆମରି ମଙ୍ଗଳ ପାଇଁ କେତେ 

ସେ ବ୍ରତ ଉପବାସ କରେ ।


ତା ବିନା ଏ ସଂସାରଟା

ଲାଗେ ଅନ୍ଧକାର ।


ତାର ଆଶୀର୍ବାଦ ନଥିଲେ 

କିଛି ଭି ହୁଏନି ସମ୍ଭବପର ।


ପ୍ରତେକ ସଫଳତା ପଛରେ ରହିଛି 

ତାର ଯଥେଷ୍ଟ ଅବଦାନ ।


ଦୁନିଆ ରେ କିଏ ଭି ସୁଝିନି କି ସୁଝିପାରିବ

ନାହିଁ ମା ର ଋଣ ।


Rate this content
Log in

Similar oriya poem from Inspirational