STORYMIRROR

Jayasena Pradhan

Classics

3  

Jayasena Pradhan

Classics

ମା

ମା

1 min
20

ମାଆ ତୁମେ ମମତାର ଅସୀମ ସାଗର

ମାଆ ତୁମେ କରୁଣାର ଅସୀମ ଭଣ୍ଡାର।।

ତୁମେ ପରା ଜନ୍ମଦାତ୍ରୀ ଜଗତ ଜନନୀ

ଗଂଗାଧାରା ପରି ମାଆ ପବିତ୍ର କାରିଣୀ।।

ଜନମ ଦେଇଛ ତୁମେ ସଂସାର ଭିତରେ

ଧାରଣ କରିଛ ତୁମେ ତୁମରି କୋଳରେ।।

ଅଶାନ୍ତ ସାଗରେ ତୁମେ ଶାନ୍ତି ପ୍ରଦାୟିନୀ 

 ସ୍ବର୍ଗ ମେଦିନୀ ସମ ଜଗତ ଜନନୀ।।ରକତ ଦେଇ ମୋତେ କରିଛ ପାଳନ 

କାଖରେ ବୁଲାଇ ଦେଖାଇଛ ଜହ୍ନ।।

ଚିର ସ୍ରୋତା ତଟିନୀ ସମ ଧାରା ବୁହାଇ 

ଜୀବନ ପୋତକୁ ନେଇଛୁ ବୁହାଇ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics