STORYMIRROR

Jayasena Pradhan

Classics

4  

Jayasena Pradhan

Classics

।।ବର୍ଷା ଆସିଲେ।।

।।ବର୍ଷା ଆସିଲେ।।

1 min
17

କି ସୁନ୍ଦର ଏହି  ସବୁଜ ଧରଣୀ

କି ସୁନ୍ଦର ଦିଶେ ସାଗରେ ତରଣୀ।।

ଗ୍ରୀଷ୍ମପ୍ରବାହରେ ଫାଟିଯାଏ ମାଟି

ଶୀତଳ ଧରଣୀ ଉଠିପଡ଼େ ତାତି।।

ହାହାକାର ହୁଏ ଏହି ଧରାପୃଷ୍ଟ

ରବି କିରଣେ କେହି ନୁହେଁ ତୁଷ୍ଟ।।

ଚାତକି ଅନାଏ ନୀଳ ଅମ୍ବରେ

ବାରି ପାନ ପାଇଁ ହୃଦ ଜଳିଯାଏ।।

ବର୍ଷାଗମେ ଶୋଭାମୟ ଦିଶେ

ସବୁଜ ସଂସାର ପକ୍ଷୀ କକାଳୀରେ ଭାଷେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics