STORYMIRROR

Bijoy Jena

Classics Inspirational Others

3  

Bijoy Jena

Classics Inspirational Others

କାଶ ତଣ୍ଡିର ହସ

କାଶ ତଣ୍ଡିର ହସ

1 min
158


ଆମ ଗାଆଁ ନଦୀ ମନ୍ଦାକିନୀ

ପଠାରେ ଦେଖେ ତୋ ହସ କେଡେ ନିରି ମଳ

ଧବଳ ବେଶରେ ମନ କିଣି ନେଉ

କାଶତଣ୍ଡି ତୋର ନାମ

ବେଳେ ବେଳେ ତୁହି ଆଖିରେ ପଡୁଛୁ

ଶ୍ୟାମଳ କେଦାର ମଝିରେ

ତୋର ରୂପକାନ୍ତି ଦେଖି ଭାବେ ମୁହିଁ

ବଗପନ୍ତୀ ଛନ୍ତି ସୈନିକ ବେଶରେ,

ଯେଉଁଠି ବଞ୍ଚିଛୁ ଚତୁପାର୍ଶ୍ୱ କରି ସତେଜ

ନାହିଁ ରାଗ ଦ୍ୱେଷ ଶଠତା ଲାଞ୍ଛନା ନଥାଏ କ୍ଳେଶ

ସେତିକି ଦିନତ ରସାଇ ମନାଇ

ସଭିଙ୍କର ମନ ଛୁଇଁ

ଅଶିଣ ମାସର ଆକାଶେ ରୂପେଲି ଜହ୍ନ ତୁ

କିରି କିରି ହସୁଥାଉ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics