STORYMIRROR

Jayasena Pradhan

Romance

4  

Jayasena Pradhan

Romance

ମୁଁ କିଛି ଲୁଚାଇନି ତୁମକୁ

ମୁଁ କିଛି ଲୁଚାଇନି ତୁମକୁ

1 min
12

ସକାଳ ସୁରୁଜ ସଙ୍ଗେ ପଙ୍କଜ ବିକାଶ

ତାରାଗଣ ଶୋଭିତ କି ନଥିଲେ ଆକାଶ।


ହୃଦୟ ରାଇଜେ ମୋର କରିଛ ଘର

ଯଥା ଗଗନ ରେ ଦିଶଇ ଭାସ୍କର।


ତୁମେ ଜୀବନ ମୋର ସହଭାଗିନୀ

ହୃଦୟ ରାଗିଣୀ ଘରର ଘରଣୀ।


ସବୁ ସୁନ୍ଦର ଭିତରେ ତୁମେ ହିଁ ସୁନ୍ଦର

 ହୃଦୟର ରାଣୀ ମନର ମୟୂରୀ ମୋର।


ସଵୁ ସତ ଛଡା କିଛି ତୁମ ପାଶେ ଅଛପା ନାହିଁ

ସତକହେ କିଛି ତୁମକୁ ଲୁଚାଇନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance