ପତ୍ନୀସଂଜୟ କୁମାର ତ୍ରିପାଠୀ
ପତ୍ନୀସଂଜୟ କୁମାର ତ୍ରିପାଠୀ
କେବେ, କେଉଁଠି ଏକ ଅଜଣା ମୁହୁର୍ତ୍ତରେ
ପ୍ରାୟୋଜିତ ରଂଗୀନ ରୋଷଣୀ ଓ ଝଲମଲ ଆଲୁଅରେ
ଅଧାରୁଆ ଜିରେ
ବୈଦିକ ସଂଟ୍ରୋଚ୍ଚାରଣରେ, ଅଗ୍ନି ସାକ୍ଷୀରେ
ହାତ ଧରିଥିଲେ ବଗୁଲା ବଗୁଲି
ତିଆରି କରିଥିଲେ ନିଷଟ ଗ୍ୟଧର୍ବର ଏକ ନୀରବ ନୀଡ
କିଏ ପତି ଧର୍ମ ତ କିଏ ପତ୍ନୀ ଧର୍ମୀ ନିଭାଉଥୁବା ଅବସରରେ
ଆଗମନ ହେଲା ଏକ ଆବହ ସଂଗୀତର ଆସଂତୁକଙ୍କର
ତା ପରର କାହାଣୀ ଏବେ ଅବୋଲକରା ମୁହଁ ରେ
ଯକ୍ଷପ୍ରଶ୍ନରେ
ବିଶ୍ଵାସ ଓ ମାନବୀୟ ମର୍ଯ୍ୟାଦାର ମହତ୍ତରି ଉତ୍ତରଣ ବେଳେ
ସଂପର୍କର ସେତୁବଂଧ ରଚିଥିବା ସେହି ପତି ପତ୍ନୀ
ଏବେ ବୟସର ଝାଉଁବଣରେ ଝରା ଶେଫଳା
କୃଷ୍ଣଚୂଡା ଓ କାକଟସର ମୃଣ୍ମୟୀ ମାୟାରେ ବଂଦୋବଦ୍ଧ
ବ୍ୟତିକ୍ରମ ଏକ ବର୍ଷାରେ ଭିଜୁଥିବା କବିତାର ଶବଦାବଳୀ
ସୃଜନଶୀଳତାର ପୃଥକ୍ ଏକ ପରିଭାଷାଦି
ଷ୍ୟତବିସ୍ତାରୀ
ଦୁଗଧ ଫେବନିଭ ଉର୍ମିମାଳା
ବେଳାଭୂମିରେ ଭ୍ରମଣରିତ ଅସଂଖ୍ୟ ପଥଚାରୀଙ୍କ
: ଅସ୍ପଷ୍ଟ ପଦଚିହ୍ନ
ଏ ସବୁ ଗୋଳମାଳରୁ ତୟାର ହୁଏ ଅଭିଶପ୍ତ
ମାନବର ଅସହାୟତା
ଯାହା ଉଦଭାସିତ ହୁଏ ପରମପୁରୁଷଙ୍କ
ପରବର୍ତ୍ତୀ ପର୍ଯ୍ୟବେକ୍ଷଣରେ
ଯୁଗ ପରିବର୍ତ୍ତନର ମାହେନ୍ଦ୍ର ବେଳାରେ
ସୃଷ୍ଟିର ସଂଯୋଜକ ମାନବର ଇତିହାସ,
ବର୍ତ୍ତମାନ ଓ ଭବିଷ୍ୟତ
ସାମଗ୍ରିକ ଉନ୍ନୟନାଭିମୁଖୀ ସ୍ଵଚ୍ଛ, ପାରଦର୍ଶୀ ପ୍ରଶାସନରେ
ଉଦବୁଦ୍ଧ କର୍ମ ସଂସ୍କୃତିରେ- କ୍ରମବର୍ଦ୍ଧିତ
ନୈତିକ ମୂଲ୍ୟବୋଧରେ
ସକଳ ଅର୍ଥହୀନତା ଓ ଅବାନ୍ତର
: ପ୍ରସଂଗଗୁଡିକର ପରିସମାପ୍ତିରେ
: ବୈଷମ୍ୟ ବିହୀନ ବ୍ୟବସ୍ଥା ଗଠନର ସାର୍ଥକ ସ୍ୱପ୍ନରେ
ସମାଜ ସଚେତନ ନାଗରିକଙ୍କ ଉଦ୍ଧ। ଭି ମୁ ଖୀ
= ପରିକଳ୍ପନାରେ ।