STORYMIRROR

Jayasena Pradhan

Children Stories

3  

Jayasena Pradhan

Children Stories

ମୋ ପିଲା ଦିନ

ମୋ ପିଲା ଦିନ

1 min
163

ଅତି ମନୋରମ ମୋର ସେହି ପିଲାଦିନ

ମାଆ କୋଳେ କଟୁଥିଲି ମୁଁ ସାରା ଦିନ।

ଆହା କି ସୁନ୍ଦର ମୋର ସେହି ବାଲ୍ୟ କାଳ

ସାଙ୍ଗ ସାଥି ବନ୍ଧୁ ସଙ୍ଗେ କେତେ ହସ ଖେଳ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍