STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ମା ତୋ ବିନା

ମା ତୋ ବିନା

1 min
125

ମାଆ ତୋ ବିନା କେମିତି ବଞ୍ଚିବି ମୁହିଁ

ଏ ଦୁନିଆର ରୀତି ନୀତି କିଛି ନ ଜଣାଇ

ତୁ ମୋତେ ସଂସାରକୁ ଆଣି ଅଛୁ

ମୋ ମନ ଜାଣି ସବୁ ଦେଉଛୁ

ମାଆ ତୋ ବିନା ଦୁନିଆ ଲାଗେ ଅନ୍ଧାର

ମାଆ ତୁ ସାହା ଭରସା ଏକା ମୋର

ମାଆ ତୁ ମୋ ପାଇଁ ସବୁ କରିଛୁ

ମୋ ମନ ଜାଣି ମୋତେ ଖୁଆଇଛୁ

ମାଆ ତୋ ବିନା ଆମେ ରହି ପାରିବୁ ନାହିଁ

ମାଆ ତୁ ସାଥେ ଥିଲେ କିଛି ଲୋଡ଼ା ନାହିଁ

ମାଆ ଏ ଦୁନିଆରେ କିଏ ବା ହେବ ନିଜର

ମାଆ ତୋ ବିନା ଲାଗେ ସବୁ ତ ପର

ମାଆ ତୋ ପାଇଁ ଆଜି ମୁଁ ଶାନ୍ତିରେ ଅଛି

ମାଆ ତୋ ବିନା ସବୁ ଫିକା ଲାଗୁଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational