STORYMIRROR

Mr.GAGAN BIHARI NAYAK

Fantasy Inspirational Thriller

3  

Mr.GAGAN BIHARI NAYAK

Fantasy Inspirational Thriller

ମା'ର ଶ୍ରଦ୍ଧା କଇଁଫୁଲ

ମା'ର ଶ୍ରଦ୍ଧା କଇଁଫୁଲ

1 min
209


କଇଁ ଫୁଲ ଚାହିଁ ରହିଥିଲା 

ମା'ସ୍ତୁତି ନିତି କରୁଥିଲା ।

ଧରାବତରଣ କଲେ ଯେବେ ମା'

କଇଁଫୁଲ ଭାଗ୍ଯ ବଦଳିଲା (0)


ମା' ଆଦିମାତା ଆଦରରେ

ଗଳେ ଲମ୍ବାଇଲେ ଶରଧାରେ

କଇଁଫୁଲ ଭାଗ୍ଯ 

ଦେଖ ତା'ର ଯୋଗ

ଶ୍ରୀଅଙ୍ଗରେ ଶୋଭା ପାଇଲା(1)


ଶାରଦୀୟ ଏଇ ପୂଜା ବେଳେ

ଶୋଭାପାଏ ଭରା ପୋଖରୀରେ 

ଶୁଭ୍ର କଇଁ ପାଇଁ 

ମା' ହେଲେ ବାଇ

ଖୋସି ଦେଲେ ନେଇ

ସରାଗରେ ମାୟୀ

କବରୀର ଶୋଭା ବଢେଇଲା (2)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy