STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଲୁହର ଆଶୀର୍ବାଦ

ଲୁହର ଆଶୀର୍ବାଦ

1 min
195

ଲୁହର ଆଶୀର୍ବାଦ

ଭାସି ଆସୁ ଆଜି

ପୁଷ୍ପର ସମ୍ଭାର ନେଇ

ବିଞ୍ଚି ଦେଉ ସୁଗନ୍ଧର

ମହକ ଚତୁର୍ଦ୍ଦୀଗେ 

ପୁଲକର ପାଖୁଡା

ସଜାଇ ରଖୁ ସଭିଙ୍କ

 ହୃଦୟେ ଭରି

ଜୀବନ ପଥ ହୋଇ

 ଉନ୍ନତ ଜାଗି ଉଠୁ

ଚେତନାର ଉତ୍ସ

ମିଳୁ କର୍ମ ପଥେ

ଆଗେଇବା ପାଇଁ ଶକ୍ତି

ବିଶ୍ବ ଯିବ ମଧୁମୟ ହୋଇ

ଗଢି ଉଠିବ ନୂତନ

କୋଣାର୍କ ଅତୀର

ଅଭୂଲା ସ୍ମୃତିକୁ 

 ରଖିବ ସଜାଇ

ଉନ୍ମାଦନାର ବକ୍ଷ 

ଦେଶେ ଲଗାଇ

ଆହ୍ଲାଦର ଝଙ୍କାର

ଯିବ ବିଛ୍ଛୁରିତ ହୋଇ

ଝରି ଝରି ଯାଉ ଲୁହ

ଶୁଭଙ୍କର ଆଶୀର୍ବାଦ ହୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational