STORYMIRROR

Kanan Bala Nayak

Abstract

2  

Kanan Bala Nayak

Abstract

~~~ଲୁହ ~~~

~~~ଲୁହ ~~~

1 min
418

ଜୀବନ ଯୁଦ୍ଧରେ ହାରି ଯାଇ ଯଦି 

ମୁଁ କେବେ ପ୍ରାଣ ତ୍ଯାଗ କରେ,

ତେବେ ଲୁହ ଟୋପାଏ ବି ଗଡାଇ ବ ନାହିଁ 

କାରଣ ତୁମ ଆଖିର ଟୋପାଏ ଲୁହ 

ମୋ ପାଇଁ ମୋ ଜୀବନ ଠୁ ବଡ଼. 

ବଞ୍ଚି ଥିବା ବେଳେ ବି ଆଉ ମଲା ପରେବି.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract