~~~ମରୁଝର~~~
~~~ମରୁଝର~~~


ଆଜି ବି ମୁଁ ଅପେକ୍ଷା କରିଛି
ମୋ ମନର କେନଭାସ୍ ରେ
ତୁମ ରଙ୍ଗ ତୁଳୀରେ,
କେବେ ଆଙ୍କି ଦେବ ଆମ ନାଁର ପ୍ରତିଛବି
ଆଉ ପୁରା କରିଦେବ ।
ଆମେ ଦେଖିଥିବା ସବୁ ସ୍ବପ୍ନ
ଆଉ ଶସ୍ୟ ଶ୍ଯାମଳା କରିବ
ମୋ ଜୀବନର ମରୁଭୂମିକୁ
ଏକ ସ୍ନିଗ୍ଧ ଶୀତଳ ମରୁଝର ହୋଇ ।
ଆଜି ବି ମୁଁ ଅପେକ୍ଷା କରିଛି
ମୋ ମନର କେନଭାସ୍ ରେ
ତୁମ ରଙ୍ଗ ତୁଳୀରେ,
କେବେ ଆଙ୍କି ଦେବ ଆମ ନାଁର ପ୍ରତିଛବି
ଆଉ ପୁରା କରିଦେବ ।
ଆମେ ଦେଖିଥିବା ସବୁ ସ୍ବପ୍ନ
ଆଉ ଶସ୍ୟ ଶ୍ଯାମଳା କରିବ
ମୋ ଜୀବନର ମରୁଭୂମିକୁ
ଏକ ସ୍ନିଗ୍ଧ ଶୀତଳ ମରୁଝର ହୋଇ ।