STORYMIRROR

Prafulla Chandra padhi

Fantasy Others

3  

Prafulla Chandra padhi

Fantasy Others

ଚାଲ ଜୀବନକୁ ଖୋଜିବା

ଚାଲ ଜୀବନକୁ ଖୋଜିବା

1 min
353

ସୋରିଷ କ୍ଷେତରେ ପବନର ଲହରୀ

ଗ୍ରୀଷ୍ମ ସଞ୍ଜରେ ମୁଣ୍ଡ ଝୁଲଉ ଥିବା ଗଛ

ବର୍ଷା ର ମେଘ

ଉଦାସ ଅପରାହ୍ନରେ ଏକାଥରକେ

କୁଦା ମାରୁଥିବା କୁନିକୁନି ଚଢେଇ

ଗୋଟେ ବିରାଟ ଗଛ ପାଖରେ

ସୁନ୍ଦର କୁଡିଆ

ପାଖରେ ମାଟିହାଣ୍ଡିରେ ପାଣି

ପେନ୍ଥା ପେନ୍ଥା ଖଜୁରି

ତରା ଭରା ଆକାଶ

କବିତା ପରି ଶଦ୍ଦ ଅନ୍ତରଙ୍ଗ ଓ ଅନୁରାଗ ଭରା

ମୁହଁ ॥

___________



Rate this content
Log in

Similar oriya poem from Fantasy